ଧୂମାଳ Dhūmāḻa

  • ଦେ. ବି (ସଂ. ଧୂମଳ) — ବହୁତ ଧୂଳି ଉଡ଼ି ଆକାଶକୁ ଧୂଆଁ ପରି ଆଚ୍ଛନ୍ନ କରିଥିବା ତୋଫାନ — Dust storm
  • ଦେ. ବିଣ — ଧୂମାଳିଆ (ଦେଖ) — Dhūmāḻiā (See)
  • ଦେ. ବିଣ — ଧୂମାତ୍ (ଦେଖ) — Dhūmāt (See)