ଧୂମାନ୍ତ Dhūmānta

  • ବିଣ. (ସଂ. ଧୂମିତ) — ଧୂମାତ୍ (ଦେଖ) — Dhūmāt (See)
  • ବିଣ. (ସଂ. ଧୂମିତ) — ଧୂମାନ୍ତ କରି ମୁଲକଯାକ; ଧନ କାଞ୍ଚନ ଲୁଟି ଅନେକ। ବ୍ରଜନାଥ. ସମରତରଙ୍ଗ।
  • ବିଣ. (ସଂ. ଧୂମିତ) — ଧୂମମୟ — Smoky; filled with smoke
  • ବିଣ. (ସଂ. ଧୂମିତ) — ଧୂମ ବର୍ଣ୍ଣ ଦିଶେ ନୋହେ ଧୂମାନ୍ତ ଶରୀର। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।
  • ଦେ. ବି — ଧୂମାତ୍ (ଦେଖ) — Dhūmāt (See)