ଧୂମାଧୂମ୍ Dhūmādhūm

  • ଦେ. ବି. (ଧ୍ୱନ୍ୟନୁକରଣ) — ଗୋଳମାଳ; ଗଣ୍ଡଗୋଳ; ଘୋଘା — Confusion; row; uproar
  • ଦେ. ବି. (ଧ୍ୱନ୍ୟନୁକରଣ) — ଅତି ବ୍ୟସ୍ତତା ଓ କ୍ଷିପ୍ରତା — Great haste; hurry