ଧୂମାଧୂମି Dhūmādhūmi

  • ଦେ. ବି — ପରସ୍ପର ମାଡ଼ପିଟ — Affray; mutual assault; brawl
  • ଦେ. ବିଣ — ପରସ୍ପର ମଧ୍ୟରେ ମାଡ଼ପିଟ ଲଗାଇବା — Assaulting each other; brawling