ଧୂମାୟମାନ Dhūmāyamāna

  • ସଂ. ବିଣ. ପୁଂ. (ଧୂମାୟ ନାମ ଧାତୁ+କର୍ତ୍ତୃ. ଆନ) — ଯହିଁରୁ ଧୂଆଁ ବାହାରୁ ଅଛି; କୁହୁଳୁ ଥିବା — Emitting smoke; smouldering
  • ସଂ. ବିଣ. ପୁଂ. (ଧୂମାୟ ନାମ ଧାତୁ+କର୍ତ୍ତୃ. ଆନ) — ଯେ ଧୂଆଁ ଦେଉଅଛି — Fumigating; smoking
  • ସଂ. ବିଣ. ପୁଂ. (ଧୂମାୟ ନାମ ଧାତୁ+କର୍ତ୍ତୃ. ଆନ) — ଯାହା କୌଣସି ସ୍ଥାନ ବା ବସ୍ତୁକୁ ଧୂମଦ୍ୱାରା ବା ବାଷ୍ପଦ୍ୱାରା ଆବୃତ କରୁଅଛି ବା ଧୂମପୂର୍ଣ୍ଣ କରୁଅଛି — Covering or filling up with smoke or vapour
  • ସଂ. ବିଣ. ପୁଂ. (ଧୂମାୟ ନାମ ଧାତୁ+କର୍ତ୍ତୃ. ଆନ) — ଅନ୍ଧକାରମୟ କରୁଥିବା — Darkening; enveloping with darkness
  • ସଂ. ବିଣ. ପୁଂ. (ଧୂମାୟ ନାମ ଧାତୁ+କର୍ତ୍ତୃ. ଆନ) — ଧୂମଦ୍ୱାରା ଆବୃତ — Hazy; covered over with smoke