ଧୁଲଣ୍ଡୀ Dhulaṇdī

  • ଦେ. ବି. (ସଂ. ଧୂଳି; ଲୋକେ ପରସ୍ପର ଧୂଳି ବା ଅବିର ମରାମରି ହେବାରୁ) — ଦୋଳପୂର୍ଣ୍ଣମୀର ଦ୍ୱିତୀୟ ଦିନ ମାରବାଡ଼ୀ- ମାନଙ୍କ ଅବିର ମରାମରି ହେବା ଉତ୍ସବ — A festival and merrymaking by mutual throwing of Abira amongst the Marwaris