ଧୁର୍ପଙ୍ଗା ଉଡ଼ିଯିବା Dhur-paṅgā uṟḍ̠ij̄ibā
- ଦେ. ବି — ଅତିରିକ୍ତ ପରିଶ୍ରମାଦି ଯୋଗୁଁ ଖରଶ୍ୱାସ ବହିବା ବା ବେଦମ୍ ହୋଇଯିବା — Being out of breath on account of excessive labour
- ଦେ. ବି — (ଯଥା—ମାଡ଼ରେ ତାର ଧୁର୍ପଙ୍ଗା ଉଡ଼ିଗଲାଣି।)
- ଦେ. ବି — ଅତ୍ୟନ୍ତ କ୍ଳାନ୍ତ ହେବା ଅବସ୍ଥା — The state of being overtired