ଧୁର୍ୟ୍ୟ Dhurj̄ya

  • ସଂ. ବିଣ. ପୁଂ (ଧୁର୍+ଯୋଗ୍ୟାର୍ଥରେ ଯ) — ଭାରବହନ କ୍ଷମ — Able to bear a burden
  • ସଂ. ବିଣ. ପୁଂ (ଧୁର୍+ଯୋଗ୍ୟାର୍ଥରେ ଯ) — ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିବାକୁ ଉପଯୁକ୍ତ — Fit to be entrusted with important duties
  • ସଂ. ବିଣ. ପୁଂ (ଧୁର୍+ଯୋଗ୍ୟାର୍ଥରେ ଯ) — ଅଗ୍ରଗାମୀ; ମୁଖିଆ — Chief; foremost
  • ବି — ଭାରବାହୀ ପଶୁ — A beast of burden
  • ବି — ଗାଡ଼ିରେ ଲାଗିଥିବା ବଳଦ ବା ଘୋଡ଼ା — Bullock or horse yoked to a carriage
  • ବି — ଦାୟିତ୍ୱବହନକାରୀ ବ୍ୟକ୍ତି — One Who carries a burden of responsibility
  • ବି — ନେତା — Leader; head
  • ବି — ପ୍ରଧାନ କାର୍ଯ୍ୟଭାର ବହନ କରିଥିବା ମନ୍ତ୍ରୀ — Minister charged with important duties
  • ବି — ବିଷ୍ଣୁ — Bishṇu
  • ବି — ଝୁରାମୁଣ୍ଡୀ — The fore part of the pole or poles of a cart