ଧୁଲାଇ Dhulāi

  • ଦେ. ବି. (ସଂ. ଧାବନ) — ପ୍ରକ୍ଷାଳନକ୍ରିୟା; ଧୋଇବା — Washing
  • ଦେ. ବି. (ସଂ. ଧାବନ) — ନୂଆ ଲୁଗାକୁ ଧୋଇ କରି ଧୋବ କରିବା ପ୍ରକ୍ରିୟା — Bleaching of a new cloth
  • ଦେ. ବିଣ. — ଧୌତ ହୋଇଥିବା — Washed
  • ଦେ. ବିଣ. — ସଫା ଧୋବ କରାଯାଇଥିବା (ନୂଆ ଲୁଗା) — 3. Bleached (cloth)