ଧୁପେଇବା Dhupeibā

  • ଦେ. କ୍ରି. (ଧୁପିବାର ଣିଜନ୍ତରୂପ) — ଧାବମାନ କରାଇବା; ଦଉଡ଼ାଇବା — To cause to run
  • ଦେ. କ୍ରି. (ଧୁପିବାର ଣିଜନ୍ତରୂପ) — ପାଣ୍ଡବ ସିପାଇ ଧୁପାଇ ଥିଲେ ଘୋଡ଼ା। ଦେଖି ସେ ଦୁଇ ରଥୀ ଯୁଦ୍ଧଘୋଡ଼ା ଛିଡ଼ା—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ