ଧୁନ୍ଧୁମାର Dhundhumāra

  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — ବୃହଦଶ୍ୱ ମହାରାଜାଙ୍କ ପୁତ୍ର; ରାଜା କୁବଳୟାଶ୍ୱ — Name of an ancient king; son of Bṛuhadaṡwa
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — [ଯଥା—ଧୁନ୍ଧୁ ତଳେ ନୋଟ୍ ଦେଖ।]
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — ଇନ୍ଦ୍ରଗୋପ; ସାଧବଘର ବୋହୂ ପୋକ — Cocculus (inshct) conchineal
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — ଧୂମ; ଧୂଆଁ — Smoke
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — କୋଳାହଳ; ଧୂମ୍ଧାମ୍ — Ado
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — ଗୋଳମାଳ; ବିଦ୍ରୋହ — Tumult; rebellion
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — ରନ୍ଧନ ଗୃହ ଆଦିରେ ଧୂମ ବା ଅଳନ୍ଧୁ; ଝୁଲ — Soot
  • ସଂ. ବି. (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କରିବା +ଅ; ନିପାତନ) — (ନାମ) ରାଜା ତ୍ରିଶଙ୍କୁଙ୍କ ପୁତ୍ର (ହି. ଶ) — Name of the son of king Triṡaṅku