ଧୁପ୍ସାଧୁପ୍ସି Dhup-sā dhup-si

  • ଦେ. ବି. — କ୍ରୋଧରେ ମାଡ଼ ମରାମରି ହେବାରୁ ପରସ୍ପର ନିକଟବର୍ତ୍ତୀ ହେବା — Coming close to each other for mutual beating or striking out of anger
  • ଦେ. ବି. — କ୍ରୋଧବଶତଃ ଅନ୍ୟୋଽନ୍ୟରେ ମରାମରି ହେବା — 2. Mutual beating or striking out of anger; affray
  • ଦେ. ବିଣ. — କ୍ରୁଦ୍ଧ ହୋଇ ଅନ୍ୟୋଽନ୍ୟରେ ମରାମରି ହେଉଥିବା — Beating each other, being enraged