ଧୀମାନ୍ Dhīmān
- ସଂ. ବିଣ. ପୁଂ (ଧୀ +ଅଛି ଅର୍ଥରେ. ମତ୍; ଧୀମତ୍ ଶବ୍ଦ; 1 ମା. 1 ବ.) — ବୁଦ୍ଧିମାନ୍; ଅକଲବନ୍ତ — Intelligent
- ସଂ. ବିଣ. ପୁଂ (ଧୀ +ଅଛି ଅର୍ଥରେ. ମତ୍; ଧୀମତ୍ ଶବ୍ଦ; 1 ମା. 1 ବ.) — ଜ୍ଞାନୀ — Wise
- ସଂ. ବିଣ. ପୁଂ (ଧୀ +ଅଛି ଅର୍ଥରେ. ମତ୍; ଧୀମତ୍ ଶବ୍ଦ; 1 ମା. 1 ବ.) — ବିଦ୍ୱାନ୍ — Learned. (Apte)
- ସଂ. ବି. — ବୃହସ୍ପତି — The preceptor of the Gods