ଧୀର ଲଳିତ Dhīra laḻita
- ସଂ. ବିଣ. ପୁଂ. (ଧୀର+ଲଳିତ) — ମୃଦୁପ୍ରକୃତି, ନିଶ୍ଚିନ୍ତ ଏବଂ ନିରନ୍ତର ନୃତ୍ୟଗୀତାଦିରେ ଆସକ୍ତ (ନାୟକ); ପ୍ରଶାନ୍ତ ଅଥଚ ଆମୋଦପ୍ରିୟ (ବ୍ୟକ୍ତି) — (a hero of a romance) Of a mild and happy-go-lucky nature and fond of music and sports
- ସଂ. ବିଣ. ପୁଂ. (ଧୀର+ଲଳିତ) — ପ୍ରଶାନ୍ତ ଓ ସାହସୀ ଅଥଚ କୌତୁକପ୍ରିୟ — (a hero of a romance) Firm or brave but sportive or reckless
- ସଂ. ବିଣ. ପୁଂ. (ଧୀର+ଲଳିତ) — ଉଦାରମନାଃ ଓ ପ୍ରସନ୍ନଚିତ୍ତ (ନାୟକ) — Noble and cheerful (hero of a romance)