ଧୀର Dhīra
- ସଂ. ବି. (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଜାଫ୍ରାନ୍; କୁଙ୍କୁମ — Saffron
- ସଂ. ବି. (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ସମୁଦ୍ର — The ocean
- ସଂ. ବି. (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଋଷଭ ନାମକ ଔଷଧି ଗୁଳ୍ମ — A herb called Rishava
- ସଂ. ବି. (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଚିଦାତ୍ମା — The thinking soul. (Apte)
- ସଂ. ବି. (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ବଳିରାଜା — King Bali
- ସଂ. ବି. (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ବୁଦ୍ଧଦେବ — The Buddha
- ସଂ. ବିଣ. — ଧୈର୍ଯ୍ୟଶାଳୀ; ସହିଷ୍ଣୁ — Patient; forbearing
- ସଂ. ବିଣ. — ପଣ୍ଡିତ; ବିଦ୍ୱାନ୍ — Learned
- ସଂ. ବିଣ. — ସାହସୀ — Brave; bold; courageous; daring.]
- ସଂ. ବିଣ. — ସମର୍ଥ — Able
- ସଂ. ବିଣ. — ବୁଦ୍ଧିମାନ୍ — Wise; intelligent; sagacious
- ସଂ. ବିଣ. — ଅଧ୍ୟବସାୟୀ — Persevering; strong-minded