ଧୀର ନାୟକ Dhīra nāyaka

  • ସଂ. ବି. — କାବ୍ୟାଦିରେ ବର୍ଣ୍ଣିତ ସାହସୀ ନାୟକ ବିଶେଷ — A class of heroes of a romance who are noble and brave
  • ସଂ. ବି. — [ ଦ୍ର—ଧୀର ନାୟକମାନେ ଧୀରପ୍ରଶାନ୍ତ ବା ଧୀରଶାନ୍ତ, ଧୀର ଲଳିତ, ଧୀରୋଦାତ୍ତ ଏବଂ ଧୀରୋଦ୍ଧତ ଏହି କେତେକ ଶ୍ରେଣୀରେ ବିଭକ୍ତ। ]