ଧିରତି Dhirati

  • ଗ୍ରା. (ପଦ୍ୟ) ବି. (ସଂ. ଧୃତି) — ଧୃତି; ଧୈର୍ଯ୍ୟ — Patience
  • ଗ୍ରା. (ପଦ୍ୟ) ବି. (ସଂ. ଧୃତି) — ଧନ୍ୟ ଏ ସୁନ୍ଦର ଦୁଇ ମୂରତି ଏବେ ସେ ଏହାଙ୍କ ମନ ଧିରତି। ପ୍ରାଚୀ. ରହସ୍ୟମଞ୍ଜରୀ।