ଧିରିଆଇବା Dhiriāibā

  • ପ୍ରାଦେ. (ସମ୍ବଲପୁର) (ତୁଳ. ଏହି ଅର୍ଥରେ ହିନ୍ଦୀ ଧିରାନା ସଂ. ଧର୍ଷଣ) କ୍ରି. — 'ତତେ ଠିକ୍ କରି ଦେବି' ବୋଲି କହି କୌଣସି ବ୍ୟକ୍ତିକୁ ଧମକାଇବା — To threaten a person