ଧିଷଣ Dhishaṇa
- ସଂ. ବି. (ଧିଷଣା=ବୁଦ୍ଧି+ଅଛି ଅର୍ଥରେ ଅ) — ସୁରଗୁରୁ; ବୃହସ୍ପତି — Bṛuhaspati
- ସଂ. ବି. (ଧିଷଣା=ବୁଦ୍ଧି+ଅଛି ଅର୍ଥରେ ଅ) — ବାସସ୍ଥାନ; ଆବାସ — Dwelling; residence
- ସଂ. ବି. (ଧିଷଣା=ବୁଦ୍ଧି+ଅଛି ଅର୍ଥରେ ଅ) — ବ୍ରହ୍ମା (ହି. ଶ) — Brahmā
- ସଂ. ବି. (ଧିଷଣା=ବୁଦ୍ଧି+ଅଛି ଅର୍ଥରେ ଅ) — ବିଷ୍ଣୁ (ହି. ଶ) — Bishṇu