ଧିଷଣା Dhishaṇā

  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ବୁଦ୍ଧି — Intellect; understanding
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ପୃଥିବୀ — The earth
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ଜ୍ଞାନ — Wisdom
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — କଂସା; ପାତ୍ର — Cup; bowl
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ସ୍ତବ; ପ୍ରଶଂସା — Praise; eulogy; hymn
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ବାକ୍ୟ; ବକ୍ତୃତା — Speech (Apte)
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ବାକ୍ଶକ୍ତି (ହି. ଶବ୍ଦସାଗର) — The faculty of speech or articulation
  • ସଂ. ବି. (ଧିଷ୍ ଧାତୁ=ପ୍ରଗଳ୍ଭ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ) — ସ୍ଥାନ (ହି. ଶବ୍ଦସାଗର) — Place