ଧାତୁ ମଳ Dhātu maḻa

  • ସଂ. ବି. (ଧାତୁ+ମଳ) — ଧାତୁମୟ ଦ୍ରବ୍ୟ ଉପରେ ପଡ଼ିବା କଳଙ୍କି — Rust on metals
  • ସଂ. ବି. (ଧାତୁ+ମଳ) — ଲୁହାଗୁହ; ମନ୍ଦୁର — Rust of iron
  • ସଂ. ବି. (ଧାତୁ+ମଳ) — (ବୈଦ୍ୟକ) କଫ, ପିତ୍ତ, ଝାଳ, ନଖ, କେଶ, ଲେନ୍ଦରା, ଶିଂଘାଣି, କାନଗୁହ ଆଦି ଶରୀରର ମଳ (ହି. ଶ) — The excretions of the body