ଧାତୁ ପ୍ରତ୍ୟୟ Dhātu pratyaya

  • ସଂ. ବି. (ଦ୍ୱନ୍ଦ୍ୱ; ଧାତୁ+ପ୍ରତ୍ୟୟ) — (ବ୍ୟାକରଣ) ଧାତୁ ଓ ତହିଁରେ କରାଯିବା ପ୍ରତ୍ୟୟ — A verb and its affix
  • ସଂ. ବି. (ଦ୍ୱନ୍ଦ୍ୱ; ଧାତୁ+ପ୍ରତ୍ୟୟ) — ପଦନିଷ୍ପନ୍ନ ହୋଇଥିବା ଧାତୁ ଓ ପ୍ରତ୍ୟୟ, ଶବ୍ଦର ବ୍ୟୁତ୍ପତ୍ତି — Etymology of a word