ଧାତୁ ସ୍ତମ୍ଭକ Dhātu stambhaka

  • ସଂ. ବିଣ. ( 6 ଷ୍ଠୀ ତତ୍; ଧାତୁ+ସ୍ତମ୍ଭକ) — ବୀର୍ଯ୍ୟ ସ୍ତମ୍ଭନକାରୀ (ଦ୍ରବ୍ୟ); ଯେଉଁ ଦ୍ରବ୍ୟ ସେବନ ବା ବ୍ୟବହାର କଲେ ସହଜରେ ବୀର୍ଯ୍ୟ ସ୍ଖଳିତ ହୁଏ ନାହିଁ — Restraining the flow of semen