ଧଳାପୋଇ Dhaḻā poi

  • ଦେ. ବି. (ସଂ. ଧବଳ+ପୋତକୀ, ଉପୋଦକୀ) — ପୂତିକା; ପୋଇ ଶାକ — Bassella Alba; Indian spinach
  • ଦେ. ବି. (ସଂ. ଧବଳ+ପୋତକୀ, ଉପୋଦକୀ) — [ ଦ୍ର—ଧଳା ପୋଇର ନାଡ଼ ଓ ଫଳ ଫକା ସବୁଜା; ପୋଇ ତଳେ ନୋଟ୍ ଦେଖ। ]