ଧଳାକୁ କଳା କରିବା Dhaḻāku kaḻā karibā
- ଦେ. (ବିଶିଷ୍ଟ ବାକ୍ୟ) — (ଲକ୍ଷଣାର୍ଥ) 1 । ସତ କଥାକୁ ମିଛ ଓ ମିଛ କଥାକୁ ସତ ପରି କହିବା — (ଲକ୍ଷଣାର୍ଥ)1 ସତ କଥାକୁ ମିଛ ଓ ମିଛ କଥାକୁ ସତ ପରି କହିବା—1. (figurative) To tell a black lie
- ଦେ. (ବିଶିଷ୍ଟ ବାକ୍ୟ) — ସତକୁ ମିଛ ଓ ମିଛକୁ ସତ ବୋଲି ପ୍ରମାଣିତ କରିବା — To prove something which is not the actual fact