ଧଳା ଶିମିଳୀ Dhaḻā ṡimiḻī

  • ଦେ. ବି. (ସଂ. ଶ୍ୱେତ ଶାଳ୍ମଳୀ) — ବୃକ୍ଷବିଶେଷ — A kind of white-flowered variety of silk-cotton tree; Eriodendron Anfrac tiosum
  • ଦେ. ବି. (ସଂ. ଶ୍ୱେତ ଶାଳ୍ମଳୀ) — [ଦ୍ର—ଏହା ଜବାଦି ବର୍ଗର ଶିମିଳୀ ଜାତୀୟ ବଡ଼ ଗଛ। ଫୁଲ ଧଳା ଓ ପଞ୍ଚ କେଶର। ଏହାର ମଞ୍ଜିରେ ମଧ୍ୟ ତୁଳା ଥାଏ। ଏହା ଭାରତର ସବୁ ଜଙ୍ଗଲରେ ଜନ୍ମେ। ଏଥିରୁ ଗୁନ୍ଦ ଅଠା ହୁଏ; ପତ୍ର, ଚେର ଓ କଞ୍ଚା ଫଳ କେତେକ ଔଷଧରେ ଲାଗେ। ନାଲି ଫୁଲବାଲା ଶିମିଳି ପରି ଏ ଗଛ ବେଶି ଦେଖାଯାଏ ନାହିଁ। ]