ଧଳା ତୁଳସୀ Dhaḻā tuḻasī

  • ଦେ. ବି—(ସଂ. ଧବଳ+ତୁଳସୀ) — ଏକ ଜାତୀୟ ତୁଳସୀ ଗଛ ଓ ତହିଁର ଦଳ — Ocymum Basilicum; sweet Basil
  • ଦେ. ବି—(ସଂ. ଧବଳ+ତୁଳସୀ) — [ଦ୍ର—ଏଥିର ପତ୍ର, ଡେମ୍ଫ ଓ ମଞ୍ଜରୀ ଶ୍ୱେତାଭ ହରିତ୍; ତୁଳସୀ ତଳେ ନୋଟ୍ ଦେଖ।] (ଧଳା ତୁଳୁସୀ—ଗ୍ରାମ୍ୟରୂପ)