ଧପେଇବା Dhapeibā

  • ଦେ. କ୍ରି — ଠକାଇବା — The swindle; to deceive
  • ଦେ. କ୍ରି — ଭଣ୍ଡିବା — To put off
  • ଦେ. କ୍ରି — ଆଖିରେ ଧୂଳି ପକାଇବା — To throw dust over one's eyes
  • ଦେ. କ୍ରି — (ଧପା ଦେବା, ଧପ୍ପାଦେବା,ଧପା ମାରିବା,ଧପ୍ପା ମାରିବା, ଧପାଙ୍ଗିମାରିବା, ଧପ୍ପାଙ୍ଗି ମାରିବା, ଧପାଙ୍ଗି ବତା(ତେ)ଇବା,ଧପ୍ପାଙ୍ଗି ବତା (ତେ)ଇବା —ଅନ୍ୟରୂପ)