ଧପ୍ Dhap
- ଦେ. ଅ. — ଆଲୁଅ ହଠାତ୍ ଲିଭିଯିବା ପ୍ରକାରେ — (extinction of a light) Suddenly
- ଦେ. ଅ. — ଆଲୁଅ ହଠାତ୍ ଜଳି ଉଠିବା ପ୍ରକାରେ — Suddenly (flaring up of a light)
- ଦେ. ଅ. — (ଧ୍ୱନ୍ୟନୁକରଣ) କୌଣସି କଠିନ ବସ୍ତୁ (ଯଥା ବଡ଼ ବହି) କୌଣସି କୋମଳ ବସ୍ତୁ (ଯଥା ଗଦି) ଉପରେ ଜୋର୍ ପୂର୍ବକ ପଡ଼ିବାର ଶବ୍ଦ — Thumping sound produced by a hard substance falling on a soft surface