ଧପ୍ ଧାପ୍ Dhap dhāp
- ଦେ. ଅ — ଶୀଘ୍ର ଶୀଘ୍ର — Quickly
- ଦେ. ଅ — ଗୋଟିଏ କଠିନ ବସ୍ତୁ ଅନ୍ୟ ଗୋଟିଏ କୋମଳ ବସ୍ତୁରେ ଉପର୍ଯ୍ୟୁପରି ଆଘାତ କରିବାର ଶବ୍ଦ — Thumping sound; the sound of a heavy and hard thing falling on a soft surface
- ଦେ. ଅ — [ଦ୍ର—ତକିଆରେ ବିଧା ମାରିବା, ପାଦ ଭୂଇଁରେ ବାଡ଼େଇବା।]
- ଦେ. ଅ — ଦ୍ରୁତବେଗରେ ଭୂମିରେ ଚାଲିବାର ଶବ୍ଦ — Thumping sound of foot steps