ଧପ୍ ଧପ୍ Dhap dhap
- ଦେ. ଅ. — ଆଲୁଅ ଅସ୍ଥିର ଭାବରେ ଜଳିବା ଓ ଲିଭିବା ପ୍ରକାରେ — In a flickering manner; in a twinkling manner
- ଦେ. ଅ. — ଧପ ଧପ ହୋଇ ପ୍ରାଚୀ ମୂଳେ, ଧପ ଧପ ଜଳେ ଜହର ଅନଳ କରାଳ ବଦନ କରି ବ୍ୟାଦାନ। ନନ୍ଦକିଶୋର। କୃଷ୍ଣକୁମାରୀ।
- ଦେ. ଅ. — ଧପ୍ଧାପ୍ (ଦେଖ) — Dhap-dhāp (See)
- ଦେ. ଅ. — ପଦାତିମାନେ ଧପଧପ ଯିବା ଘାତେ, ତାପ ଲଭିଣ ମହୀ କମ୍ପିଲା ନିରତେ। କୃଷ୍ଣସିଂହ. ମହାଭାରତ. ଭୀଷ୍ମ।
- ଦେ. ଅ. — ଚକ୍ ଚକ୍ — Glitteringly
- ଦେ. ଅ. — ଧପ ଧପ ହୋଇ ପ୍ରାଚୀମୂଳେ ଊର୍ମିମାଳୀ ରତ୍ନାକର ରାଧାନାଥ. ପାର୍ବତୀ।
- ଦେ. ଅ. — କଠିନ ଭୂମିରେ ଜୋର୍ରେ ଚାଲିବା ସମୟରେ ପାଦର ଶବ୍ଦ — The thud of foot steps on firm ground