ଦ୍ୱିରୂପ Dwirūpa
- ସଂ. ବି. (ଦ୍ୱିଗୁ; ଦ୍ୱି+ରୂପ) — ଦୁଇଟି ରୂପ — Two forms
- ବିଣ (ବହୁବ୍ରୀହି) — ଦୁଇଟି ସ୍ୱତନ୍ତ୍ର ଆକାରବିଶିଷ୍ଟ — Of two different forms; biform
- ବିଣ (ବହୁବ୍ରୀହି) — ଯୁଗଳରୂପବିଶିଷ୍ଟ — Having a double form
- ବିଣ (ବହୁବ୍ରୀହି) — ଯାହା ଦୁଇ ଆକାରରେ ଲେଖା ଯାଇ ପାରେ — Written in two ways