ଦ୍ୱିଷତ୍ Dwisat

  • ସଂ. ବି.—(ଦ୍ୱିଷ୍ ଧାତୁ+କର୍ତ୍ତୃ. ଅତ୍) — ବୈରୀ; ଶତ୍ରୁ — Enemy; foe
  • ବିଣ. ପୁଂ — ଦ୍ୱେଷକାରୀ — Spiteful; envious