ଦ୍ୱିରୁକ୍ତି ଯମକ Dwirukti j̄amaka

  • ଦେ. ବି. (ଅଳଙ୍କାର) ଯମକବିଶେଷ — A kind of alliteration
  • ଦେ. ବି. [ଦ୍ର—ଅଭିମନ୍ୟୁଙ୍କ ବିଦଗ୍ଧଚିନ୍ତାମଣିର ନିମ୍ନଲିଖିତ ପଦ୍ୟଟି ଦ୍ୱିରୁକ୍ତିଯମକ ଅଟେ। ଯଥା—ସ୍ୱେଦର ଗମଗମ ବଦନ ତମତମ ଦିଶଇ ରୀତି ଆନଆନ।]