ଦ୍ୱିଶୀର୍ଷ Dwiṡīrsha

  • ସଂ. ବି. (ବହୁବ୍ରୀହି; ଦ୍ୱି+ଶୀର୍ଷ) — ଅଗ୍ନି — An epithet of the Fire-god
  • ସଂ. ବିଣ — ଯାହାର ଦୁଇ ମୁଣ୍ଡ ଅଛି — Two-headed