ଦ୍ରୋଣି Droṇi

  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଡଙ୍ଗି; ଛୋଟ ଡଙ୍ଗା — A canoe; small boat
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଗୋରୁକୁଣ୍ଡ — A vat or bucket used in feeding cattle; a trough
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଜଳସେଚନୀ; ସେଢୁଅ — A baling vessel; a kind of pot used in sprinkling water on fields
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଗିରିସଙ୍କଟ — A mountain pass
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଡଙ୍ଗା ଆକାରର ପାତ୍ର — A boat-shaped cup
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଲମ୍ବଡ଼ା କୁଣ୍ଡ — A long tub
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — କାଠର ପାତ୍ର; କାଠୁଆ (ହି. ଶବ୍ଦସାଗର) — Wooden pot
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ପତର ଦନା (ହି. ଶବ୍ଦସାଗର) — A cup made of leaves
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — କଦଳୀ (ହି. ଶବ୍ଦସାଗର) — Plantain
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ନୀଳଗୁଳ୍ମ (ହି. ଶବ୍ଦସାଗର) — Indigo plant
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — 128 ବା ମତାନ୍ତରରେ 38 ସେର ପରିମାଣବିଶେଷ — 128ବା ମତାନ୍ତରରେ38ସେର ପରିମାଣବିଶେଷ— . A unit of measure
  • ସଂ. ବି. ସ୍ତ୍ରୀ. (ଦ୍ରୁ ଧାତୁ+ନି) — ଏକପ୍ରକାର ଲୁଣ — A kind of salt