ଦ୍ରୋଣୀ ଲବଣ Droṇī labaṇa

  • ସଂ. ବି. — କର୍ଣ୍ଣାଟଦେଶ ନିକଟରେ ମିଳିବା ଏକପ୍ରକାର ଲୁଣ — A kind of salt found in the Karnatak coast of India
  • ସଂ. ବି. — [ଦ୍ର—ଏହା ଅତି ଭେଦକ, ସ୍ନିଗ୍ଧ, ଶୂଳନାଶକ; ଅନ୍ଯ ସଂ. ନାମ ଦ୍ରୋଣେୟା, ଦ୍ରୋଣୀଜ, ବାରିଜ, ବାର୍ଦ୍ଧିଜ, ଦ୍ରୋଣୀ, ଚିତ୍ରକୂଟ ଲବଣ, ବର୍ଦ୍ଧେୟ, ବାର୍ଦ୍ଧିଭବ]