ଦ୍ରୋଣଦୁଘା Droṇadughā

  • ସଂ. ବିଣ. ସ୍ତ୍ରୀ (ଦ୍ରୋଣ+ଦୁହ୍ ଧାତୁ+କର୍ମ. କ୍ୱିପ୍+ସ୍ତ୍ରୀ.) — ଆ— ଯେଉଁ ଗାଈ ଦିନକେ 32 ସେର ପରିମିତ ଦୁଧ ଦିଏ — ଆ— ଯେଉଁ ଗାଈ ଦିନକେ32ସେର ପରିମିତ ଦୁଧ ଦିଏ— A cow which gives 32 seers of milk a day