ଦ୍ରୋଣମ୍ପକ Droṇampaka

  • ସଂ. ବିଣ. (ଦ୍ରୋଣଂ+ପଚ୍ ଧାତୁ+ଅ) — ଯେଉଁ ପାଚକ ବହୁପରିମିତ ପଦାର୍ଥ ଏକତ୍ର ରାନ୍ଧି ପାରେ — A cook who can cook large quantities of food at a time