ଦ୍ରଷ୍ଟା Drashṭā
- ସଂ. ବିଣ. ପୁଂ (ଦୃଶ ଧାତୁ+ତୃ; ଦ୍ରଷ୍ଟୁ ଶବ୍ଦ; 1 ମା. 1 ବ) — ଦର୍ଶନକାରୀ — Looking at; seeing
- ସଂ. ବିଣ. ପୁଂ (ଦୃଶ ଧାତୁ+ତୃ; ଦ୍ରଷ୍ଟୁ ଶବ୍ଦ; 1 ମା. 1 ବ) — ଯେ ଦେଖିଅଛି — One who has seen
- ସଂ. ବି. ପୁଂ. ଦର୍ଶକ; ଯେ ଦେଖେ — Spectator; observer
- ସଂ. ବି. ପୁଂ. ଦିବ୍ୟ ଚକ୍ଷୁଦ୍ୱାରା ଯେ ଦେଖେ — Seer
- ସଂ. ବି. ପୁଂ. ବିଚାରକ — A Judge
- ସଂ. ବି. ପୁଂ. ସାକ୍ଷୀ — A witness
- ସଂ. ବି. ପୁଂ. ଦେଖଣାହାରୀ — Visitor
- ସଂ. ବି. ପୁଂ. ବୈଦିକ ମନ୍ତ୍ରାଦିର ପ୍ରକାଶକ — The divulger of a vedic incantation or hymn
- ସଂ. ବି. ପୁଂ. [ଦ୍ର—ଯେଉଁ ବୈଦିକ ମନ୍ତ୍ର ପ୍ରଥମେ ଯେଉଁ ଋଷିଙ୍କ ମୁହଁରୁ ପ୍ରକାଶିତ ହୋଇଥିଲା ସେହି ଋଷିଙ୍କୁ ସେହି ମନ୍ତ୍ରର ଦ୍ରଷ୍ଟା ବୋଲାଯାଏ, କାରଣ ଅନାଦିକାଳରୁ ବେଦ ବ୍ରହ୍ମାଙ୍କ ମୁଖରୁ ନିର୍ଗତ ହୋଇଥିଲା; ତାକୁ ପ୍ରଥମେ ଋଷିମାନେ ଦିବ୍ୟ ଚକ୍ଷୁଦ୍ୱାରା ଦେଖି ବା ଜାଣିପାରି ସାଧାରଣଙ୍କ ଅବଗତିପାଇଁ ପ୍ରକାଶ କଲେ ।]
- ସଂ. ବି. ପୁଂ. (ସାଂଖ୍ୟଦର୍ଶନ) ପୁରୁଷ — (Sāṁkhya philosophy) The Individual
- ସଂ. ବି. ପୁଂ. (ଯୋଗଦର୍ଶନ) ଆତ୍ମା — (J̄oga philosophy) The Soul