ଦ୍ରହାସ୍ୟ Drahāsya

  • ଗ୍ରା. ବି. (ସଂ. ଦରହାସର ଅଶୁଦ୍ଧ ବ୍ଯବହାର) — ଦ୍ରହାସ (ଦେଖ) — Drahāsa (See)
  • ଗ୍ରା. ବି. (ସଂ. ଦରହାସର ଅଶୁଦ୍ଧ ବ୍ଯବହାର) — ବୋଲ ତୁ କିଞ୍ଚିତ ବାଣୀ ଦନ୍ତରୁଚି ଚନ୍ଦ୍ରମା ପ୍ରକାଶୁ—ପ୍ରାଚୀ. ରସବାରିଧି।