ଦ୍ରବ୍ୟଗୁଣ Drabya guṇa

  • ସଂ. ବି. ( 6 ଷ୍ଠୀ ତତ୍; ଦ୍ରବ୍ୟ+ଗୁଣ) — ବସ୍ତୁର ରୂପ, ରସ, ଗନ୍ଧ, ସ୍ପର୍ଶ ପ୍ରଭୃତି 24 ଟି ଧର୍ମ ବା ଗୁଣ — ବସ୍ତୁର ରୂପ, ରସ, ଗନ୍ଧ, ସ୍ପର୍ଶ ପ୍ରଭୃତି24ଟି ଧର୍ମ ବା ଗୁଣ— . The essential qualities of matter
  • ସଂ. ବି. ( 6 ଷ୍ଠୀ ତତ୍; ଦ୍ରବ୍ୟ+ଗୁଣ) — କୌଣସି ପଦାର୍ଥର ମନୁଷ୍ୟଶରୀର ଉପରେ ପ୍ରକ୍ରିୟା — The action of a certain article on the human system
  • ସଂ. ବି. ( 6 ଷ୍ଠୀ ତତ୍; ଦ୍ରବ୍ୟ+ଗୁଣ) — ଭିନ୍ନ ଭିନ୍ନ ଔଷଧର ବ୍ଯବହାରର ଭିନ୍ନ ଭିନ୍ନ ଫଳ — The different results of the use of different drugs