ଦ୍ରଶନ Draṡana

  • ଗ୍ରା. ବି (ସଂ. ଦର୍ଶନର ଅଶୁଦ୍ଧ ଉଚ୍ଚାରଣ; ତୁଳ. ଏହି ଶ୍ରେଣୀର ବ୍ଯବହାର ବ୍ରତମାନ) — ଦର୍ଶନ; ସାକ୍ଷାତ୍କାର — Seeing; visit; interview
  • ଗ୍ରା. ବି (ସଂ. ଦର୍ଶନର ଅଶୁଦ୍ଧ ଉଚ୍ଚାରଣ; ତୁଳ. ଏହି ଶ୍ରେଣୀର ବ୍ଯବହାର ବ୍ରତମାନ) — ଦର୍ଶନଶାସ୍ତ୍ର — Philosophy
  • ଗ୍ରା. ବି (ସଂ. ଦର୍ଶନର ଅଶୁଦ୍ଧ ଉଚ୍ଚାରଣ; ତୁଳ. ଏହି ଶ୍ରେଣୀର ବ୍ଯବହାର ବ୍ରତମାନ) — ଅସାଧନା ଦ୍ରଶନ ମୁଖରେ କହି ନୋହେ ନିଅଇଁଠା ପଦ ସେ ମାଡଇ ବଡ ଭୟେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା ।