ଦୋସୋଡ଼ା Dosaṟḍ̠ā

  • ଦେ. ବି — ଉତ୍ତରୀୟ; ପାଛୁଡ଼ା — A scarf or sheet for covering the upper part of the body
  • ଦେ. ବି — ଦୋପଟା ଚାଦର — A sheet consisting of two breadths sewn together
  • ଦେ. ବି — ବିଚିତ୍ର ଖଣ୍ଡୁଆ ଦୋସୋଡ଼ା—ଦୀନକୃଷ୍ଣ. ଜଗମୋହନ।