ଦୋସାଲା Dosālā
- ବୈଦେ. ବିଣ (ଫା; ତୁଳ—ଏକସାଲା, ତିଶାଲା, ଦଶସାଲା) — ଦୁଇବର୍ଷ ପାଇଁ ନିର୍ଦ୍ଦିଷ୍ଟ — Limited for two years
- ବୈଦେ. ବିଣ (ଫା; ତୁଳ—ଏକସାଲା, ତିଶାଲା, ଦଶସାଲା) — (ଯଥା—ଦୋସାଲା ପଟା)
- ବୈଦେ. ବିଣ (ଫା; ତୁଳ—ଏକସାଲା, ତିଶାଲା, ଦଶସାଲା) — ଦୁଇ ବର୍ଷବୟସ୍କ — Aged two years
- ବୈଦେ. ବିଣ (ଫା; ତୁଳ—ଏକସାଲା, ତିଶାଲା, ଦଶସାଲା) — ଦୁଇ ବର୍ଷ ଅନ୍ତରେ ଘଟିବା — Happening at intervals of two years
- ବୈଦେ. ବିଣ (ଫା; ତୁଳ—ଏକସାଲା, ତିଶାଲା, ଦଶସାଲା) — (ଯଥା—ଦୋସାଲା ବନ୍ଦୋବସ୍ତ)
- ବୈଦେ. ବିଣ (ଫା; ତୁଳ—ଏକସାଲା, ତିଶାଲା, ଦଶସାଲା) — ଦୁଇ ଥର ପାଗ ହୋଇଥିବା (ଉଖୁଡ଼ା) — Twice seasoned with sugar (fried corn)
- ବୈଦେ. ବି — ଦୋଶାଲ (ଦେଖ) — Doṡāla (See)