ଦୋସରୀ Dosarī

  • ଦେ. ବି — ବାଦ୍ୟବିଶେଷ; ଦୁଇଟି ସ୍ୱରବିଶିଷ୍ଟ ଯୋଡ଼ିମହୁରୀ — A musical instrument; a flute which produces two tunes simultaneously
  • ଦେ. ବି — ଭେରୀ ମହୁରୀ ଆର ତୁରୀ, କାହାଳ ଶଙ୍ଖ ସେ ଦୋସରୀ। ପ୍ରାଚୀ. ଯଶୋବନ୍ତ. ପ୍ରେମଭକ୍ତି ଗୀତା।
  • ବିଣ — ଦୋସରିଆ (ଦେଖ) — Dosariā (See)