ଦୋସାଧୁ Dosādhu
- ଦେ. ବି (ସଂ. ଦୁଃସାଧୀ=ଦ୍ୱାରପାଳ) — କଟୁଆଳ; ନଗରରକ୍ଷୀ ପ୍ରଧାନ କର୍ମଚାରୀ — Head of the Police; Police Superintendent
- ଦେ. ବି (ସଂ. ଦୁଃସାଧୀ=ଦ୍ୱାରପାଳ) — ଧନ ରତ୍ନ ଚାଙ୍ଗଡ଼ା ଦୋସାଧୁ ହସ୍ତେ ଦେବା ଦୁନ୍ଦୁଭି ବଜାଇ ନଗ୍ର ଯାକ ବୁଲାଇବା। ବିଶ୍ୱନାଥ. ବିଚିତ୍ରରାମାୟଣ।
- ଦେ. ବି (ସଂ. ଦୁଃସାଧୀ=ଦ୍ୱାରପାଳ) — ଦ୍ୱାରୀ; ଦ୍ୱାରପାଳ — Porter; door-keeper