ଦୋସ୍ତି Dosti

  • ବୈଦେ. ବି. (ଫା) — ବନ୍ଧୁତା — Friendship
  • ବୈଦେ. ବି. (ଫା) — ପ୍ରଣୟ — Love
  • ବୈଦେ. ବି. (ଫା) — ଘନିଷ୍ଠତା — Attachment
  • ବୈଦେ. ବି. (ଫା) — ପାପଦୋସ୍ତୀ; ଅବୈଧ ପ୍ରଣୟ — Illicit; love