ଦୋଷଜ୍ଞ Doshajn̄a
- ସଂ. ବି. (ଦୋଷ+ଜ୍ଞା ଧାତୁ+କର୍ତ୍ତୃ. ଅ) — ଦୋଷ ସମ୍ବନ୍ଧେ ଅଭିଜ୍ଞ — Experienced in finding out faults
- ସଂ. ବି. (ଦୋଷ+ଜ୍ଞା ଧାତୁ+କର୍ତ୍ତୃ. ଅ) — ଜ୍ଞାନୀ — Learned; sagacious
- ସଂ. ବି — ରୋଗଜ୍ଞ ଚିକିତ୍ସକ — An expert physician
- ସଂ. ବି — ପଣ୍ଡିତ ବ୍ଯକ୍ତି — A learned person
- ସଂ. ବି — ଜ୍ଞାନୀ ବ୍ଯକ୍ତି — A wise man
- ସଂ. ବି — ବୈଦ୍ୟ; ଚିକିତ୍ସକ — A physician (Apte)