ଦୋଷଘ୍ନ Doshaghna

  • ସଂ. ବିଣ. (ଦୋଷ+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଯେଉଁ ଔଷଧ ବା ଚିକିତ୍ସାଦି ଦ୍ୱାରା ଶରୀରସ୍ଥ କୁପିତ ବାତ, ପିତ୍ତ ଓ କଫର ଦୋଷ ଶାନ୍ତ ହୁଏ — (medicinal treatment) Which conuteracts the morbidity of the humours of the system